ଟି ୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

ଫେରିବେ ବୁମରା,ହର୍ଷଲ ପଟେଲ ଓ ବାଦ ପଡ଼ିଲେ ଜାଡେଜା ମୁମ୍ବାଇ : ଆଗାମୀ ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଘୋଷିତ ଏହି ଦଳକୁ ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଜସପ୍ରୀତ ବୁମରା, ହର୍ଷଲ ପଟେଲ ଫେରିଛନ୍ତି। ଏସିଆ କପରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ବେ ଅଧିକାଂଶ ଖେଳାଳିଙ୍କୁ ଟିମରେ ରଖାଯାଇଛି। ଏସିଆ କପ ପରି ରୋହିତ ଶର୍ମା ଓ … Continue reading ଟି ୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା